Download Now Banner

This browser does not support the video element.

ଲାଞ୍ଜିଗଡ: ଥୁଆମୁଲ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ୟୁଆଇଏଲ ସିଏସଆର୍ ପକ୍ଷରୁ ମହାପ୍ରଣାୟ ଯାନ ପ୍ରଦାନ

Lanjigarh, Kalahandi | Sep 26, 2025
କଳାହାଣ୍ଡି ଜିଲ୍ଲା ଥୁଆମୁଲ ରାମପୁର ବ୍ଲକରେ ମହାପ୍ରଣାୟ ଯାନ ୟୁଏଆଇଏଲ ତରଫରୁ ବ୍ଲକ ପ୍ରଶାସନ ଜରିଆରେ ଥୁଆମୁଲ୍ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପ୍ରଦାନ କରାଯାଇଛି। ଉକ୍ତ ବ୍ଲକରେ ପ୍ରାଣହାନୀ ଘଟିଥିବା କୌଣସି ବ୍ୟକ୍ତିଙ୍କ ମର ଶରୀରକୁ ପରିବହନ ପାଇଁ ଏହା ନିଶୁଳ୍କ ସେବା ଯୋଗାଇବ । ବିଭିନ୍ନ ସମୟରେ ମୃତ୍ୟୁ ବ୍ୟକ୍ତିଙ୍କ ମର ଶରୀରକୁ ପରିବହନ ପାଇଁ ଉପକୁକ୍ତ ଯାନ ନମିଳିବାରୁ ଲୋକେ ବିଭିନ୍ନ ସମସ୍ୟା ସମ୍ମୁଖୀନ ହେଉଥିଲେ। । ଉକ୍ତ ଯାନକୁ ଆନୁଷ୍ଠାନିକ ଭାବେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ହସ୍ତାନ୍ତର କରାଯାଇଛି
Read More News
T & CPrivacy PolicyContact Us