Download Now Banner

This browser does not support the video element.

କାମାକ୍ଷାନଗର: ପରଜଙ୍ଗ କଲ୍ୟାଣ ମଣ୍ଡପରେ ଗୁରୁବାର ୧୨ଟାରେ କଂଗ୍ରେସ ର ବୈଠକ ଅନୁଷ୍ଠିତ ,ଉପସ୍ଥିତ ରହିଲେ ବରିଷ୍ଠ କାର୍ଯ୍ୟକର୍ତା

Kamakshyanagar, Dhenkanal | Sep 11, 2025
ପରଜଙ୍ଗ କଲ୍ୟାଣ ମଣ୍ଡପରେ ଗୁରୁବାର ୧୨ଟାରେ କଂଗ୍ରେସ ର ବୈଠକ ଅନୁଷ୍ଠିତ ,ଉପସ୍ଥିତ ରହିଲେ ବରିଷ୍ଠ କାର୍ଯ୍ୟକର୍ତା ।ଢେଙ୍କାନାଳ ଜିଲା ପରଜଙ୍ଗ କଲ୍ୟାଣ ମଣ୍ଡପରେ ଗୁରୁବାର କଂଗ୍ରେସ ଦଳର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।ଏଠାରେ ବରିଷ୍ଠ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us