Download Now Banner

This browser does not support the video element.

ଟିଟିଲାଗଡ: ଟିଟିଲାଗଡ଼ ବ୍ଲକ ସିଲୁଆଁ ପଞ୍ଚାୟତର ବୂରାବନ୍ଧ ଗ୍ରାମରେ ମାସକୁ ତିନି ଦିନ ମିଳୁଛି ପିଇବା ପାଣି - ବାକି ଦିନ ବନ୍ଦ, ଲୋକେ ଅତିଷ୍ଠ

Titlagarh, Balangir | Sep 13, 2025
ଟିଟିଲାଗଡ଼ ବ୍ଲକ ଶିଲୁଆଁ ପଞ୍ଚାୟତର ବୁରାବନ୍ଧ ଗ୍ରାମରେ ମାସକୁ ତିନି ଦିନ ମିଳୁଛି ପିଇବା ପାଣି - ବାକି ଦିନ ବନ୍ଦ ଟିଟିଲାଗଡ଼ - କେନ୍ଦ୍ର ତଥା ରାଜ୍ୟ ସରକାର ଲୋକଙ୍କ ଘର ସମ୍ମୁଖରେ ଟେପ ତଥା ପିଇବା ପାଣି ବ୍ୟବସ୍ଥା ତଥା ଘରକୁ ଘର ପିଇବା ପାଣି ବ୍ୟବସ୍ଥା କରୁଛନ୍ତି ବୋଲି ଡିଣ୍ଡିମ ପିଟୁ ଥିବା ବେଳେ ଟିଟିଲାଗଡ଼ ବ୍ଲକରୁ ମାତ୍ର ୧୪ କିଲୋମିଟର ଦୂରରେ ଅବସ୍ଥିତ ବୁରା ବନ୍ଦ ଗ୍ରାମରେ ଆଜି ବି ଲୋକେ ପାଣି ଟୋପାଏ ପିଇବାକୁ ନାନା ହଇରାଣ ହେଉଛନ୍ତି। ଗ୍ରାମରେ ଗୋଟିଏ ମାତ୍ର ନଳକୂପ ଥିବା ବେଳେ ବହୁ ଦୂରରେ ଥିବା ଯୋଗୁଁ ମହିଳା ମାନେ ପାଣି ଆଣିବା ପାଇଁ ବହୁତ ହଇରାଣ ହେଉଥିବା ଗ୍ରାମବ
Read More News
T & CPrivacy PolicyContact Us