Download Now Banner

This browser does not support the video element.

ଟିଟିଲାଗଡ: ଅଗ୍ରୱାଲ ଜୟନ୍ତୀ ଉପଲକ୍ଷେ ଟିଟିଲାଗଡ଼ ଅଗ୍ରୱାଲ ସଭା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

Titlagarh, Balangir | Sep 12, 2025
ଅଗ୍ରସେନ୍ ଜୟନ୍ତୀ ଉପଲକ୍ଷେ ଟିଟିଲାଗଡ଼ ଅଗ୍ରୱାଲ ସଭା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ। ଟିଟିଲାଗଡ଼ - ଚଳିତ ମାସ ୨୨ ତାରିଖ ଦିନ ମହାରାଜ ଅଗ୍ରେଶନଙ୍କ ଜୟନ୍ତୀ ପାଳିତ ହେବ। ଏହାକୁ ଆଖି ଆଗରେ ରଖି ଚଳିତ ବର୍ଷ ଆସନ୍ତା କାଲି ଅର୍ଥାତ ୧୩ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଟିଟିଲାଗଡ଼ର ସମସ୍ତ ଅଗ୍ରୱାଲ ପରିବାର ସଦସ୍ୟଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଅଗ୍ରୱାଲ ସମାଜର ପୁରୁଷ, ମହିଳା, ଯୁବ ପିଢ଼ି, ଛୋଟ ଛୋଟ ଛୁଆ ମାନଙ୍କୁ ନେଇ ବିଭିନ୍ନ ପରମ୍ପରା ଗତ ତଥା ଆଧୁନିକ ଖେଳ ପ୍ରତିଯୋଗିତା ଆୟୋଜିତ ହେବାକୁ ନେଇ ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ମହାବୀ
Read More News
T & CPrivacy PolicyContact Us