This browser does not support the video element.
କଣ୍ଟାମାଳ: ମହାନଦୀ ର 5ଲକ୍ଷ୍ୟ 41ହଜାର କ୍ୟୁଷେକ ଜଳ ଖଇରମାଲ ଦେଇ ହେଉଛି ନିଷ୍କାସନ
Kantamal, Boudh (Bauda) | Sep 6, 2025
ଖଇରମାଲ ମହାନଦୀ ରୁ 5ଲକ୍ଷ୍ୟ 41ହଜାର କ୍ୟୁଷେକ ଜଳ ହେଉଛି ନିଷ୍କାସନ ଲଘୁଚାପ ଜନିତ ବର୍ଷା ଉପରମୁଣ୍ଡ ରେ ହବା ହେତୁ ହୀରାକୁଦ ଡ୍ୟାମ ରୁ 20ଟି ଗେଟ ଖୋଳା ଯାଇ ଜଳନିଷ୍କାସନ କରାଯାଉଛି ତେବେ ଡ୍ୟାମ ର ବାମ 13 ଓ ଡାହାଣ 7 ଗେଟ ଖୋଲାଯାଇଛି I ସେଥିପାଇଁ ପାଇଁ ଆଜି ଦିନ 12ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ନିକଟରେ ଥିବା ଖରରମାଲ ମହାନଦୀ ରେ 5ଲକ୍ଷ୍ୟ 41ହଜାର କ୍ୟୁଷେକ ଜଳ ଯାଉଥିବା ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ 2ଘଣ୍ଟା ସମୟ ରେ ସୂଚନା ମିଳିଛି I