Download Now Banner

This browser does not support the video element.

କେନ୍ଦୁଝର ସହର: ଧୃପଦା ଓଭର ବ୍ରିଜ୍ ଉପରେ ମର୍ମନ୍ତୁଦ ହାଇୱା ଦୁର୍ଘଟଣାଗ୍ରସ୍ତ, ଚାଳକ ଗୁରୁତର

Kendujhar Town, Kendujhar | Sep 1, 2025
କେନ୍ଦୁଝର ସହର ଉପକଣ୍ଠ ଧୃପଦା ଓଭର ବ୍ରିଜ୍ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା। ହାଇୱା ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି ଅଗ୍ନିସମ ବିଭାଗ |
Read More News
T & CPrivacy PolicyContact Us