This browser does not support the video element.
ଲାଞ୍ଜିଗଡ: ଭଇଁରୀପାଲି ଠାରେ ମାଣିକ୍ୟ ଦେବୀ ମତ୍ସ୍ୟ ଉତ୍ପାଦକ କମ୍ପାନୀ ଦ୍ୱାରା ଆୟୋଜିତ ବୈଠକରେ ଯୋଗ ଦେଲେ ନାବାର୍ଡ ଡି.ଡି.ଏମ
Lanjigarh, Kalahandi | Aug 23, 2025
ଶନିବାର ଅପରାହ୍ନ ୪ଟା ବେଳେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳି ଅଧୁନସ୍ଥ ଜୟପାଟଣା ଭଇଁରୀପାଲି ଠାରେ ମାଣିକ୍ୟ ଦେବୀ ମତ୍ସ୍ୟ ଉତ୍ପାଦକ କମ୍ପାନୀ ଦ୍ୱାରା ଆୟୋଜିତ ହେଇଥିଲା ଏକ ବୈଠକ . ଏହି ବୈଠକରେ ନାବାର୍ଡର ଡି.ଡି.ଏମ ମହେଶ୍ଵରଦାସ, ଡବ୍ଲ୍ୟୁ ଡବ୍ଲ୍ୟୁ ବି ର ପରାମର୍ଶଦାତା ସୌଜନେନ୍ଦ୍ର ସ୍ଵାଇଁ, ମହାଶକ୍ତି ଫାଉଣ୍ଡେସନର ପ୍ରକଳ୍ପ ପରିଚାଳକ ଦେବେନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ରହି ମତ୍ସ୍ୟ ଚାଷ ର ବିକାଶ, ବଜାର ସୁବିଧା ନେଇ ଆଲୋଚନା କରିଥିଲେ।