This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଡ଼ମଣା ଛକରେ ବ୍ୟବସାୟୀଙ୍କୁ ଆକ୍ରମଣ ଘଟଣା, ପୋଲିସ କମିସନର ଙ୍କ ଅଫିସରେ ପହଁଚିଲେ ଅଭିଯୋଗ କଲେ ପୁରା ପରିବାର
Bhubaneswar M Corp, Khordha | Aug 21, 2025
ଡ଼ମଣା ଛକରେ ବ୍ୟବସାୟୀଙ୍କୁ ଆକ୍ରମଣ ଘଟଣା, ପୋଲିସ କମିସନର ଙ୍କ ଅଫିସରେ ପହଁଚିଲେ ଅଭିଯୋଗ କଲେ ପୁରା ପରିବାର | ଡ଼ମଣା ଛକରେ ବ୍ୟବଶାୟୀ ଙ୍କୁ ଆକ୍ରମଣ ଘଟଣା | ମୁଖ୍ୟ ଅଭିଯୁକ୍ତ ଙ୍କୁ ପୋଲିସ ଧରୁନାହିଁ | କାହା ଚାପରେ ଚନ୍ଦ୍ରଶେଖର ପୁର ଥାନା ପୋଲିସ ସେମାନଙ୍କୁ ଧରୁନାହିଁ ସେନେଇ ଆଜି 2.54ରେ ପୋଲିସ କମିସନର ଙ୍କ ଅଫିସରେ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ଙ୍କୁ ଭେଟି ଗୁହାରି କରିଛନ୍ତି ପୁରା ପରିବାର | ମୁଖ୍ୟ ଅଭିଯୁକ୍ତ ମାନେ ବାହାରେ ବୁଲୁଥିବାରୁ ପରିବାର ଲୋକଙ୍କ ପ୍ରତି ବିପଦ ରହିଛି | ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଧମକ ଆସୁଛି |