Install App
aarohipatra4
This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ଜିଲ୍ଲା କୋର୍ଟରେ ସ୍ବାମୀ ସ୍ତ୍ରୀକୁ ୧୦ବର୍ଷ ଲେଖାଏଁ ଜେଲ୍, ସ୍ୱାମୀ ମହିଳାଙ୍କୁ ଧର୍ଷଣ କଲବେଳେ, ସ୍ତ୍ରୀ କରିଥିଲେ ଭିଡିଓ ରେକର୍ଡିଂ
Nabarangapur PS, Nabarangpur | Aug 25, 2025
ଜିଲ୍ଲା କୋର୍ଟରେ ସ୍ବାମୀ ସ୍ତ୍ରୀକୁ ୧୦ବର୍ଷ ଲେଖାଏଁ ଜେଲ୍, ସ୍ୱାମୀ ମହିଳାଙ୍କୁ ଧର୍ଷଣ କଲବେଳେ, ସ୍ତ୍ରୀ କରିଥିଲେ ଭିଡିଓ ରେକର୍ଡିଂ ଜଣେ ଗର୍ଭବତୀ ମହିଳାଙ୍କୁ ସ୍ବାମୀ ବଳହାର କରୁଥିବା ବେଳେ ସ୍ତ୍ରୀ ଭିଡିଓ ରେକର୍ଡିଂ କରିଥିଲେ। ଏଭଳି ଅମାନୁଷିକ ନିର୍ଯାତନାର ହିଂସାତ୍ମକ ବର୍ବର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲାଜଜ୍ ବିଷ୍ଣୁ ପ୍ରସାଦ ମିଶ୍ର ଉଭୟ ସ୍ବାମୀ ଓ ସ୍ତ୍ରୀକୁ ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେମାନେ ହେଲେ, ଲିଲା ରଞ୍ଜିକାର (୪୦) ଓ ତାଙ୍କ ସ୍ତ୍ରୀ ପଦ୍ମା ରଞ୍ଜିକାର ।
Share
Read More News
T & C
Privacy Policy
Contact Us
Your browser does not support JavaScript!