Install App
pandajitu167
This browser does not support the video element.
ବୌଦ୍ଧ ସଦର: ମନମୁଣ୍ଡା ଓ କଣ୍ଟାମାଳ ଥାନା ପରିସରରେ ଗଣେଶ ପୂଜା ପାଳନକୁ ନେଇ ପୋଲିସର ଶାନ୍ତି କମିଟି ବୈଠକ ଅନୁଷ୍ଠିତ
Baudh Sadar, Boudh (Bauda) | Aug 26, 2025
ମଙ୍ଗଳବାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମନମୁଣ୍ଡା ଓ କଣ୍ଟାମାଳ ଥାନା ପରିସରରେ ଗଣେଶ ପୂଜା ପାଳନକୁ ନେଇ ପୋଲିସ ପକ୍ଷରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଆଇ ଆଇ ସି ମାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଥାନା ଅଞ୍ଚଳର ବିଭିନ୍ନ ଗଣେଶ ପୂଜା କମିଟି କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!