This browser does not support the video element.
ଝାରସୁଗୁଡା: ବେଲପାହାଡ଼ରେ ମୁହୁରୀ ପରିବାର ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
Jharsuguda, Jharsuguda | Sep 12, 2025
ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ରେ ମୁହୁରୀ ପରିବାର ପକ୍ଷରୁ ଜଗନ୍ନାଥ ମନ୍ଦିର ରତ୍ନ ମଣ୍ଡପଠାରେ ଆସନ୍ତା ୧୪ ତାରିଖ ନୂଆଁଖାଇ ଭେଟଘାଟ୍ "ମୁହୁରୀ ୨୦୨୫ ଅନୁଷ୍ଠିତ ହେବ l ଏଥିପାଇଁ ମହୁରୀ ପରିବାର ପକ୍ଷରୁ ଆଜି ଶୁକ୍ରବାର ସନ୍ଧ୍ୟା ୭ ଟା ୩୦ ରୁ ରାତି ୮ ଟା ଯାଏଁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ସୂଚନା ଦିଆଯାଇଛି l ଆସନ୍ତା ୧୪ ତାରିଖ ଦିନ ଅପରାହ୍ନ ୩ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଲୋକନୃତ୍ୟ, ଗୀତ, ବାଦ୍ୟ, ହାସ୍ୟା ରସାତ୍ମକ ଆଦି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l