This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବିଜେବି ନଗର ରେ ଥିବା ବିଭିନ୍ନ ପାନ ଦୋକାନ ରେ STF ର ରେଡ, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ
Bhubaneswar M Corp, Khordha | Aug 26, 2025
ବିଜେବି ନଗର ରେ ଥିବା ବିଭିନ୍ନ ପାନ ଦୋକାନ ରେ STF ର ରେଡ, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ |ଗତକାଲି ମିଟିଙ୍ଗ | ଆଜି ଏନଫୋର୍ସମେଣ୍ଟ | ରାଜ୍ୟ ସରକାର ନିଶା କାରବାର ରୋକିବା ପାଇଁ ଆରମ୍ଭ ହେଲା ଖୋଳତାଡ଼ | ଶିକ୍ଷାନୁଷ୍ଠାନ ହେଉଛି ବସଷ୍ଟାଣ୍ଟ | ମଲ ହେଉକି ମାର୍କେଟ | ନିଶା ବେପାର କଲେ ବାନ୍ଧିବ ପୋଲିସ | ଆଜି 1.34ରେ ବିଜେବି ନଗରରେ ଥିବା ସମସ୍ତ ପାନ ଦୋକାନ ରେ କ୍ରାଇମବ୍ରାଞ୍ଚ STF ର ଅତର୍କିତ ଚଢ଼ଉ | ଡ୍ରଗ୍ସ ସ୍କୁଆର୍ଡ଼ ଏବଂ STF ଟିମ ମିଳିତ ଚଢ଼ାଉ କରିଥିଲେ |