Download Now Banner

This browser does not support the video element.

ସତ୍ୟବାଦୀ: କଣାସ ବ୍ଲକ ଅନ୍ତର୍ଗତ ବିନ୍ଧଣ ଛକରେ ଲକ୍ଷ୍ମୀ ବସରେ ଯାତ୍ରୀଙ୍କୁ କଟୁରିରେ ଆକ୍ରମଣ ମାମଲା, ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ

Satyabadi, Puri | Oct 10, 2025
ଗତ ମଙ୍ଗଳ ବାର ସକାଳ ୯ଟାରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକ ଗଡିଶା ଗୋଦା ଥାନା ବିନ୍ଧଣ ଲକ୍ଷ୍ମୀ ବସରେ ଜଣେ ଯୁବକ କଟୁରୀରେ ଆକ୍ରମଣ କରି ୪ଜଣ ଯାତ୍ରୀ ଗୁରୁଟର ଆହତ ହୋଇଥିଲେ। ଏହି ଘଟଣାରେ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଅଭିଯୁକ୍ତ ଯୁବକ ସତ୍ୟବାଦୀ ଥାନା ବ୍ରାହ୍ମଣ ପଡ଼ା ସୁକଳ ଗ୍ରାମର ସାଗର ଭୋଇ ଓରଫ ତୋଫାନକୁ ଗିରଫ କରି ଆଜି ପୂର୍ବାହ୍ନ ୧୧ଟାରେ କୋର୍ଟ ଚାଲାଣ କରାଯାଇଛି।
Read More News
T & CPrivacy PolicyContact Us