Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ହୀରାକୁଦ ଜଲଭଣ୍ଡାରରେ ଖୋଲା ରହିଛି 6 ଟି ସୁଇସ ଗେଟ

Sambalpur M, Sambalpur | Sep 3, 2025
ହୀରାକୁଦ ଜଲଭଣ୍ଡାର ର ଖୋଲିଛି 6 ଟି ସୁଇସ ଗେଟ l ସକାଳ 9 ଟା ସୁଦ୍ଧା ହୀରାକୁଦ ଜଲଭଣ୍ଡାର ର ଜଳସ୍ତର 626.04 ଫୁଟ ରହିଛି ଳ ଜଲଭଣ୍ଡାର କୁ ପ୍ରତି ସେକେଣ୍ଡ ରେ 82,610 କ୍ୟୁସେକ ବନ୍ୟା ଜଳ ପ୍ରବେଶ କରୁଥିବା ବେଳେ ଏକ ଲକ୍ଷ 33 ହଜ଼ାର 434 କ୍ୟୁସେକ ଜଳ ନିଷ୍କାସନ ହେଉଛି l
Read More News
T & CPrivacy PolicyContact Us