This browser does not support the video element.
ରାଜଗାଙ୍ଗପୁର: ସହରରେ ଗଣେଶ ପୂଜା ମହୋତ୍ସବରେ ଡାଲମିଆ ସିମେଣ୍ଟ ର ଜଣେ ଅଧିକାରୀ ଙ୍କୁ ଆକ୍ରମଣ ଭିଡିଓ ଭାଇରାଲ
Rajagangapur, Sundargarh | Aug 31, 2025
ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସହରରେ ଗଣେଶ ପୂଜା ଠାରୁ ଆରମ୍ଭ ହୋଇଛି ଗଣେଶ ପୂଜା ମହୋତ୍ସବ।ଏହି ମହୋସବ ୧୦ ଦିନ ଧରି ଚାଲିଥିବା ବେଳେ ଗତକାଲି ରାତି ଆଠଟାରେ ଜନ ଗହଳି ସ୍ଥାନ ରେ ଡାଲମିଆ ସିମେଣ୍ଟ ର ଜଣେ ଉଚ୍ଚ ଅଧିକାରୀଙ୍କୁ ଆକ୍ରମଣ ମାରପିଟ ଘଟଣା ଆଜି ସକାଳେ ଭାଇରାଲ ସେବାରେ ଲାଗିଛି।ଏହି ଘଟଣା ଆଜି ରାଜଗାଙ୍ଗପୁର ସହରରେ ଆଲୋଚନା ର ବିଷୟ ପାଲଟିଛି।