Download Now Banner

This browser does not support the video element.

ଟିଟିଲାଗଡ: ଶିବ ଦୟାଲ ଜୈନଙ୍କୁ ବୋଲେରୋ ମଡ଼ାଇ ହତ୍ୟା ଉଦ୍ୟମ ଘଟଣାରେ ଜବତ ହେଲା ବୋଲେରୋ ଆଉ ଗିରଫ ହେଲା ଡ୍ରାଇଭର

Titlagarh, Balangir | Oct 9, 2025
ଗତ ୨୮ ତାରିଖ ରାତିରେ ଟିଟିଲାଗଡ଼ର ହୋଟେଲ ବ୍ୟବସାୟୀ ଶିବ ଦୟାଲ ଜୈନଙ୍କୁ ବିନା ନମ୍ବର ପ୍ଲେଟ ଥିବା ବୋଲେରୋ ଗାଡ଼ିରେ ଧକ୍କା ମାରି ଚଢାଇ ହତ୍ୟା ଉଦ୍ୟମ ଘଟଣାରେ ବ୍ୟବହୃତ ନମ୍ବର ବିହୀନ ବୋଲେରୋ ଗାଡ଼ି ସହ ଡ୍ରାଇଭର ଗିରଫ। ଏହି ମାମଲାରେ ଟିଟିଲାଗଡ଼ର ଅଙ୍କୁର ଅଗ୍ରୱାଲଙ୍କୁ ଗିରଫ କରିଥିଲା ପୋଲିସ। ସେ ମାମଲାରେ ବେଲ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ତେବେ ପୋଲିସର ତଦନ୍ତ ଆଗକୁ ବଢ଼ି ଥିବା ବେଳେ ଆଜି ବଲାଙ୍ଗିର ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଟିଟିଲାଗଡ଼ ଥାନାକୁ ଆସି ଅଧିକ ତଦନ୍ତ କରି ଫେରିଛନ୍ତି।
Read More News
T & CPrivacy PolicyContact Us