Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ସାନ୍ତାଳ ବସ୍ତିରେ ଦେଶୀମଦ ପ୍ରସ୍ତୁତି କରୁଥିବା ମହିଳାଙ୍କୁ ବାନ୍ଧିଲା ମୈତ୍ରୀବିହାର ପୋଲିସ

Bhubaneswar M Corp, Khordha | Aug 26, 2025
ସାନ୍ତାଳ ବସ୍ତିରେ ଦେଶୀମଦ ପ୍ରସ୍ତୁତି କରୁଥିବା ମହିଳାଙ୍କୁ ବାନ୍ଧିଲା ମୈତ୍ରୀବିହାର ପୋଲିସ, ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ତାଙ୍କ ଘରେ ଦେଶୀମଦ ପ୍ରସ୍ତୁତ କରିବା ସହ ଅବୈଧ ବ୍ୟବସାୟ କରୁଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ଚଢଉ କରି ତାଙ୍କ ଘରୁ ୧୫ଟି ସିଲଭର ଡେକଚି ପାଇଥିଲେ, ଯେଉଁଥିରେ ମୋଟ ୩୦୦ ଲିଟର ଗଚ୍ଛିତ ଡେଶୀମଦ ଜବତ କରାଯାଇଥିଲା । ରାସାୟନିକ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଥିଲା ଏବଂ ପ୍ରକ୍ରିୟା ଅନୁଯାୟୀ ଅବଶିଷ୍ଟ ଚୋରା ମଦକୁ ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା।
Read More News
T & CPrivacy PolicyContact Us