Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭୁବନେଶ୍ୱର ମେ' ଫେୟାର ହୋଟେଲ ନିକଟରେ ମଦ ପିଇ ମାତାଲ ଯୁବତୀ; ଡ୍ରିଙ୍କ୍ ଆଣ୍ଡ୍ ଡ୍ରାଇଭ୍ ଅଭିଯୋଗରେ ୩ ଯୁବତୀଙ୍କ ସମେତ ୪ ଗିରଫ

Bhubaneswar M Corp, Khordha | Sep 3, 2025
ଭୁବନେଶ୍ବରରେ ମଦ ପିଇ ମାତାଲ ଯୁବତୀ | ସୂଚନା ଅନୁସାରେ ମହଙ୍ଗା ପଡ଼ିଲା ମଦ ପିଇ ପବ୍ଲିକ ପ୍ଲେସ୍‌ରେ ହଙ୍ଗାମା କରିବା, ଡ୍ରିଙ୍କ୍ ଆଣ୍ଡ୍ ଡ୍ରାଇଭ୍ ଅଭିଯୋଗରେ ୩ ଯୁବତୀଙ୍କ ସମେତ ୪ ଗିରଫ | ନିଶାରେ ଚୁର ୩ ମାତାଲ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ଉତ୍ପାତ, ସ୍ଥାନୀୟ ଲୋକେ ଅଟକାଇ ପୁଲିସରେ ଦେଲେ ଜିମା | ଭୁବନେଶ୍ୱର ମେ' ଫେୟାର ହୋଟେଲ ନିକଟରେ ଉତ୍ପାତ | ବେପରୁଆ ଗାଡି ଚଳାଇବା ବେଳେ ଅଟକାଇଲେ ସ୍ଥାନୀୟ ଲୋକେ | ଥାନାକୁ ଉଠାଇ ଆଣିଲା ନୟାପଲ୍ଲୀ ଥାନା ପିସିଆର | ମାମଲା ରୁଜୁ କରି, ଗାଡ଼ି ଜବତ କଲା ପୁଲିସ, ମାତ୍ରାଧିକ ମଦ୍ୟପାନ କରିଥିବା ନେଇ ପୁଲିସକୁ ମିଳିଛି ସୂଚନା |
Read More News
T & CPrivacy PolicyContact Us