Download Now Banner

This browser does not support the video element.

ନର୍ଲା: ବନ ବିଭାଗ ପକ୍ଷରୁ ଏମ ରାମପୁର ସହରରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Narala, Kalahandi | Aug 21, 2025
ଗତକାଲି ବିଳମ୍ବିତ ରାତିରେ ମଦନପୁର ରାମପୁର ସ୍ଥିତ ତଲ ସାଗର ପଡ଼ାର ଜଣେ ଯୁବକ ଦନ୍ତାହାତୀ ଶିକାର ରେ ଗୁରୁତର ଆହତ ହୋଇ ଯୁବକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଏହାକୁ ନେଇ ଆଜି ଗୁରୁବାର ରାତି ସାତ ଘଣ୍ଟା ସମୟରୁ ସାଢେ଼ ଆଠ ଘଣ୍ଟା ପର୍ଯ୍ୟନ୍ତ ଏମ ରାମପୁର ସହରରେ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରୁଥିବା ଜଣାପଡିଛି। ଉକ୍ତ ସଚେତନ କାର୍ଯ୍ୟକ୍ରମ ରେ ଏସିଏଫ ଅତିସ କୁମାର ଦାଶ ଯୋଗଦେଇ ଥିବା ବେଳେ ଫରେଷ୍ଟ ଗାର୍ଡ ବାଳକୃଷ୍ଣ ଜାଲ ଙ୍କ ସମେତ ସମସ୍ତ ବନ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us