Download Now Banner

This browser does not support the video element.

କେନ୍ଦ୍ରାପଡା: ସୁନେଇଲୋ ବ୍ରହ୍ମା କୁମାରୀ ଆଶ୍ରମରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ, 58 ୟୁନିଟ ରକ୍ତ ସଂଗୃହିତ

Kendrapara, Kendrapara | Aug 25, 2025
ସୁନେଇଲୋ ବ୍ରହ୍ମା କୁମାରୀ ଆଶ୍ରମରେ ମେଗା ରକ୍ତଦାନ ଶିବୀର ଅନୁଷ୍ଠିତ ।ଆଜି କେନ୍ଦ୍ରାପଡ଼ା ପୌରାଞ୍ଚଳ ଅନ୍ତର୍ଗତ ସୁନେଇଲୋ ସ୍ଥିତ ପ୍ରଜାପତି ଇଶ୍ଵରୀୟ ବ୍ରହ୍ମା କୁମାରୀ ଆଶ୍ରମ ବା ବିଶ୍ୱ ବିଦ୍ୟାଳୟ ପରିସରରେ ମୁଖ୍ୟ ସଞ୍ଚାଳିକା ବ୍ରହ୍ମା କୁମାରୀ ସ୍ନେହଲତା ଏବଂ ମୁଖ୍ୟ ପରିଚାଳକ ବ୍ରହ୍ମା କୁମାର ରବୀନ୍ଦ୍ର କରଙ୍କ ନେତୃତ୍ୱରେ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ କରା ଯାଇଥିଲା । ଏହି ମେଗା ରକ୍ତଦାନ ଶିବିରରେ 58 ୟୁନିଟ ରକ୍ତ ସଂଗ୍ରହ କରାଯାଇଛି l
Read More News
T & CPrivacy PolicyContact Us