Download Now Banner

This browser does not support the video element.

ପାରଳାଖେମୁଣ୍ଡି: ଆର.ଉଦୟଗିରି ପକ୍ସୋ କେସରେ ପିଡ଼ୀତା ଙ୍କୁ ମିଳିବ ୪ଲକ୍ଷ ଟଙ୍କା କ୍ଷତିପୂରଣ , ଜିଲ୍ଲା କୋର୍ଟ ଙ୍କ ନିର୍ଦ୍ଦେଶ

Paralakhemundi, Gajapati | Aug 25, 2025
୨୦୨୩ ମସିହାର ଏକ ପକ୍ସୋ ମାମଲା ର ଶୁଣାଣି ସୋମବାର ପାରଳାଖେମୁଣ୍ଡି ଜିଲ୍ଲା ଅଦାଲତରେ ଶେଷ ହୋଇଥିବା ବେଳେ ପୀଡିତା ଙ୍କୁ ୪ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ । ମାନ୍ୟବର ଅଦାଲତ ଆରୋପୀ ସନ୍ତୋଷ ସବରଙ୍କୁ ଆଇପିସି ଧାରା ୩୬୩/୩୬୬ ର ପକ୍ସୋ ଆଇନର ଧାରା ୬ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହା ସହିତ ତାଙ୍କୁ ପୋକ୍ସୋ ଆଇନର ଧାରା ୬ ଅନୁଯାୟୀ ୨୦ ବର୍ଷ ଜେଲଦଣ୍ଡ ସହିତ ୧୦୦୦୦ ଟଙ୍କା ଜରିମାନା ଏବଂ ଟଙ୍କା ନଦେଲେ ଏଥିପାଇଁ ୬ ମାସ ଅତିରିକ୍ତ ଜେଲଦଣ୍ଡରେ ଦଣ୍ଡିତ କରିଛ
Read More News
T & CPrivacy PolicyContact Us