Install App
harishbhoi
This browser does not support the video element.
ଅମ୍ବାଭୋନା: ଅମ୍ବାଭୋନାର ଜନୈକ ବ୍ଯକ୍ତିଙ୍କ ଘରୁ ସାଢେ ପାଞ୍ଚ ଫୁଟ ଲମ୍ବର ବିଷାକ୍ତ କଳାନାଗ ସାପ ଉଦ୍ଧାର କଲେ ତାଲିମପ୍ରାପ୍ତ ସାପଧରାଲୀ RK ମହାପାତ୍ର
Ambabhona, Bargarh (Baragarh) | Oct 10, 2025
ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଅମ୍ବାଭୋନାର ସତ୍ଯ ମିଶ୍ର ଙ୍କ ଘର ଫ୍ରିଜ୍ ତଳେ ପାଖାପାଖି ସାଢେ ପାଞ୍ଚ ଫୁଟ ଲମ୍ବ ର ବିଷାକ୍ତ କଳାନାଗ ଆଜି ଅପରାହ୍ନ 4 PM.ରେ ପଶିଯାଇଥିଲା । ଏହି ଖବର ପାଇଲା ମାତ୍ରେ ଅମ୍ବାଭୋନା ଥାନାରେ କାର୍ଯ୍ୟରତ ଭୁବନେଶ୍ବର SOG ର ସ୍ପେଶାଲ ଫୋର୍ସ ର ଜବାନ RK ମହାପାତ୍ର ଯିଏକି ଜଣେ ତାଲିମପ୍ରାପ୍ତ ସାପଧରାଲୀ ମଧ୍ଯ ସେ ଏହି ସାପକୁ ଧରି ଉଦ୍ଧାର ପରେ ନିକଟସ୍ଥ ଜଙ୍ଗଲ ରେ ଛାଡି ଦେଇଥିଲେ
Share
Read More News
T & C
Privacy Policy
Contact Us
Your browser does not support JavaScript!