Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଏଏସ୍ଆଇ ପରୀକ୍ଷା ବାତିଲ ପ୍ରସଙ୍ଗରେ ଭୁବନେଶ୍ୱର 6ନଂ ସ୍ଥିତ ଶଙ୍ଖ ଭବନରେ ବିଜେଡି ସଭାନେତ୍ରୀ ଇପ୍ସିତା ସାହୁଙ୍କ ସାମ୍ବାଦିକ ସମ୍ମିଳନୀ

Bhubaneswar M Corp, Khordha | Sep 30, 2025
ଆଗାମୀ ଅକ୍ଟୋବର ୫ ଓ ୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପୁଲିସ ଏଏସ୍ଆଇ ପରୀକ୍ଷା ସ୍ଥଗିତ ରହିବା ପରେ ରାଜ୍ୟ ସରକାରଙ୍କୁ ବିଜୁ ଜନତା ଦଳ (ବିଜେଡି) ଟାର୍ଗେଟ କରିଛି। କଟାକ୍ଷ କରି ବିଜେଡି କହିଛି, ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କୁ ଦଶହରା ଭେଟି ଦେଇଛନ୍ତି। ଏ ସରକାରରେ ଦେଢ଼ ବର୍ଷ ମଧ୍ୟରେ ୧୪/୧୫ ପେପର ଲିକ୍ ହୋଇସାରିଛି।ବିଜେଡି ଛାତ୍ର ସଭାନେତ୍ରୀ ଇପ୍ସିତା ସାହୁ କହିଛନ୍ତି, ପ୍ରଶ୍ନପତ୍ର କିପରି ଲିକ ହେଲା? ବିନା ଅଧିକାରୀ, ବିନା ବୋର୍ଡ ବିନା ଏମିତି ପ୍ରଶ୍ନପତ୍ର ଲିକ୍ ହେବା ସମ୍ଭବ ନୁହେଁ। ଏ ସରକାର ଲୋକଙ୍କ ସରକାର ନୁହେଁ, ବାତିଲ ସରକାର।
Read More News
T & CPrivacy PolicyContact Us