Download Now Banner

This browser does not support the video element.

କୋରେଇ: କୋରେଇ ଥାନା ବନ୍ଦୀଛକରେ ବାଇକ ସହିତ ବାଇକ ଧକ୍କା,ଦୁଇଜଣ ଗୁରୁତର,ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

Korai, Jajpur | Sep 2, 2025
କୋରେଇ ଥାନା ବନ୍ଦୀଛକରେ ବାଇକ ସହିତ ବାଇକ ଧକ୍କା,ଦୁଇଜଣ ଗୁରୁତର,ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି l ଜନୈକ ଯୁବକ ବାଇକରେ ରଗଡି ଛକ ଆଡୁ ଆସୁଥିଲେ l ହଠାତ ବନ୍ଦୀ ଛକରେ ଅପରପକ୍ଷରୁ ଏକ ବାଇକ ଦ୍ରୁତଗତିରେ ଆସି ରଗଡି ଆଡୁ ଆସୁଥୁବା ବାଇକକୁ ଧକ୍କା ଦେଇଥିଲା l ଫଳରେ ଉଭୟ ବାଇକ ଚାଳକ ଖୋପାଡ଼ି ହେଇ ପଡି ଗୁରୁତର ହେଇଯାଇଥିଲେ l ଦୁର୍ଘଟଣା ଖବର ପାଇ ଯାଜପୁର ରୋଡ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଦୁଇଜଣ ଗୁରୁତର ବାଇକ ଚାଳକଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ l
Read More News
T & CPrivacy PolicyContact Us