Download Now Banner

This browser does not support the video element.

ଛତ୍ରପୁର: ସାର ଅଭାବକୁ ନେଇ ବର୍ଷିଲା ବିଜେଡି, ଛତ୍ରପୁର ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

Chhatrapur, Ganjam | Sep 1, 2025
ଦରକାର ମୁତାବକ ସାର ମିଳୁନଥିବାରୁ ଚାଷୀମାନେ ରାସ୍ତାକୁ ଓହ୍ଲାଇଲେଣି। ଆନ୍ଦୋଳନ କଲେଣି। ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି। ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସୋମବାର ମଧ୍ଯାହ୍ନରେ ଛତ୍ରପୁର ଠାରେ ଏକ ଶୋଭାଯାତ୍ରାରେ ବାହାରି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏନେଇ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜରିଆରେ ପ୍ରଦାନ କରାଯାଇଛି।
Read More News
T & CPrivacy PolicyContact Us