This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ସରସଦା ସେବା ସମବାୟ ସମିତିରେ ତାଲା ପକାଇଲେ କମିଟି ସଦସ୍ୟ
Bhadrak Rural, Bhadrak | Aug 22, 2025
ସମ୍ପାଦକ କମିଟିକୁ ଅସହଯୋଗ କରୁଥିବା ଅଭିଯୋଗ ନେଇ ଅନେକ ଦିନ ହେବ ସେବା ସମବାୟ ସମିତିରେ ଅଚଳାବସ୍ଥା ଲାଗି ରହିଥିବା କାରଣରୁ ଏହାକୁ ବିରୋଧ କରି ଆସୁଥିଲେ କମିଟି ସଦସ୍ୟ ତେବେ ଆଜି ଏହି ସମବାୟ ସମିତି ରେ ଅନେକ ସଦସ୍ୟ ଓ ସଦସ୍ୟା ମାନେ ପହଞ୍ଚି ଗେଟ୍ ରେ ତାଲା ପକାଇଥିବା ଦେଖିବାକୁ ମିଳିଛି। ତେବେ ତାଙ୍କର ତୁରନ୍ତ ବଦଳି ପାଇଁ ଦାବୀ କରିଛନ୍ତି ସଦସ୍ୟ ମାନେ।