Download Now Banner

This browser does not support the video element.

କଣ୍ଟାମାଳ: ଜମଘାଟୀ ଗ୍ରାମ ନିକଟରେ ଜଙ୍ଗଲୀ ଭାଲୁ, ଘଟଣା ସ୍ଥଳରେ ବନ କର୍ମଚାରୀ

Kantamal, Boudh (Bauda) | Sep 11, 2025
ଗୁରୁବାର ଦିନ ଦିନ ମନମୁଣ୍ଡା ରେଞ୍ଜ ବାଉଁଶୁଣୀ ସେକସନ ଅନ୍ତର୍ଗତ ଜମଘାଟୀ ଗ୍ରାମ ନିକଟରେ ଏକ ଜଙ୍ଗଲୀ ଭାଲୁ ଦେଖିବାକୁ ମିଳିବା ପରେ ନିଜ ଧାନ ବିଲ ମାନଙ୍କରେ ଚାଷ କାମରେ ନିୟୋଜିତ ଚାଷୀ ମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି | ଖବର ପାଇ ବନ ବିଭାଗ କର୍ମଚାରୀ ଭାଲୁକୁ ଜଗି ରହିଛନ୍ତି l ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଗୋଟିଏ ଭାଲୁ ଜମଘାଟୀ ଗ୍ରାମ ନିକଟରେ ଦେଖିବା ପରେ ଭାଲୁକୁ ଘୌଡାଇବା ପାଇଁ ଲୋକେ ହୋ ହଲ୍ଲା କରିଥିଲେ | ଫଳରେ ଭୟରେ ଭାଲୁ ମଧ୍ୟ ଦୀର୍ଘ ସମୟ ଧରି ଧା ଦଉଡ଼ କରିଥିଲା l
Read More News
T & CPrivacy PolicyContact Us