Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ସଦର ଠାରେ ବରିଷ୍ଠ ସାମ୍ୱାଦିକ ସଞ୍ଜୟ ଦାସ ଙ୍କ ମାତୃଦେବୀ ଙ୍କ ଦ୍ବାଦଶ କ୍ରିୟା ରେ ସାମିଲ ହେଲେ ବିଧାୟକ

Bhadrak Rural, Bhadrak | Sep 1, 2025
*ଦ୍ବାଦଶ କ୍ରିୟା ରେ ସାମିଲ ହେଲେ ବିଧାୟକ। ଆଜି ଦିନ ୩ ଘଟିକା ରେ ଭଦ୍ରକ ର ବରିଷ୍ଠ ସାମ୍ବାଦିକ ଶ୍ରୀ ସଞ୍ଜୟ ଦାସଙ୍କ ମାତୃଦେବୀ ସ୍ୱର୍ଗତା କୁସୁମଲତା ଦାସଙ୍କ ଦ୍ଵାଦଶ କ୍ରିୟାରେ ସାମିଲ ହୋଇ ଆତ୍ମୀୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ସଦର ବିଧାୟକ ସିତାଂଶୁ ମହାପାତ୍ର। ତେବେ ଶ୍ରଦ୍ଧାଞ୍ଜଳୀ ସଭା ରେ ଯୋଗଦେଇ ଅମର ଆତ୍ମା ର ସଦ୍ଗତି କାମନା କରିବା ସହ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଛନ୍ତି ବିଧାୟକ।
Read More News
T & CPrivacy PolicyContact Us