Install App
khariar.news
This browser does not support the video element.
ଖରିଆର: ନେହେନା ଗ୍ରାମରେ ଦଣ୍ଡସେନା ପରିବାର ଏକ ହଜାରରୁ ଅଧିକ ସଦସ୍ୟଙ୍କ ସାମୁହିକ ନୂଆଖାଇବା ପରେ ପ୍ରତିକ୍ରିୟା ଯୁଗଳ ଦଣ୍ଡସେନା
Khariar, Nuapada | Aug 28, 2025
ଖଡ଼ିଆଳ ବ୍ଲକ ନେହେନା ଦଣ୍ଡସେନା ପରିବାରର ଏକ ହଜାରରୁ ଅଧିକ ସଦସ୍ୟ ଗୋଟିଏ ସ୍ଥାନରେ ନୂଆଖାଇ ପର୍ବ ଆଜି ୪ ଟା ଯାଏଁ ପାଳନ କରିଥିଲେ। ଏହି ଅବସରରେ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଜୋରଦାର ଚଳାଇଥିବା ବେଳେ ନୂଆଖାଇରେ କୌଣସି ପ୍ଲାଷ୍ଟିକ ଜିନିଷ ବ୍ୟବହାର ନକରି, କେବଳ ପତ୍ର ଖାଲି ଦାନ ଓ କାଗର ଗ୍ଲାସ ବ୍ୟବହାର କରି ପ୍ଲାଷ୍ଟିକ ବର୍ଜନ କରିବାକୁ ସଚେତନ କରି ନୂଆଖାଇ ଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!