Download Now Banner

This browser does not support the video element.

ସୁନ୍ଦରଗଡ ସହର: ଓସ୍ତାଳି ଘାଟି ତକକୁ ଓଲଟିଲା ଟ୍ରଲର ଗୁରୁତର ଅବସ୍ଥାରେ ଚାଳକ ଉଦ୍ଧାର

Sundargarh Town, Sundargarh | Aug 30, 2025
ଆଜି ଅଗଷ୍ଟ 30 ତାରିଖ ଶନିବାର ରାତି 9 ଟା ପାଖାପାଖି ସମୟରେ ଏହି ଅଘଟଣ ଘଟିଛି। ଦୁର୍ଘଟଣାରେ ଟ୍ରଲର WB-29E -2669 ଚାଳକ ଗୁରୁତର ଅଛନ୍ତି। ତାଙ୍କୁ ହେମଗିର ପୋଲିସ କେତେକ ସ୍ଥାନୀୟ ଲୋକଙ୍କ ଦ୍ଵାରା ଉଦ୍ଧାର କରି ହେମଗିର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଛନ୍ତି । ଟ୍ରଲର ଟି କନିକା ପଟୁ ଏମ୍ ସି ଏଲ କୁ କୋଇଲା ବୋଝେଇ ପାଇଁ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଘଟିଥିବା ହେମଗିର ପୋଲିସ ତାଙ୍କ ପ୍ରାଥମିକ ତଦନ୍ତରେ କହିଛନ୍ତି। ତେବେ ଗୁରୁତର ଚାଳକ ହେଲେ ମୋହିତ ରାମ।ଗ
Read More News
T & CPrivacy PolicyContact Us