This browser does not support the video element.
ଚମ୍ପୁଆ: ଡର୍ବିଛକ ଓ ନାଲଦାରେ ଅବକାରୀ ଚଢ଼ାଉ, ୩୨୦୦ କେଜି ପୋଚ ଓ ୧୮୨ ଲିଟର ମଦ ଜବତ ସହ ୨ ଗିରଫ
Champua, Kendujhar | Sep 27, 2025
ଚମ୍ପୁଆ ଅବକାରୀ ନିରୀକ୍ଷକ ଶ୍ରୀ ଏଚ ଜଗ୍ଗା ରାଓଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଆଜି ବଡବିଲ ଅବକାରୀ ବିଭାଗ ପକ୍ଷରୁ ଏହି ଥାନା ଅନ୍ତର୍ଗତ ଡର୍ବିଛକ ଓ ନାଲଦାରେ ଚଢାଉ କରା ଯାଇଥିଲା। ଏହି ଚଢ଼ାଉରେ ମୋଟ ୩୨୦୦ କେଜି ପୋଚ ଓ ୧୮୨ ଲିଟର ମଦ ଜବତ ହୋଇଥିବା ବେଳେ ଦୁଇ ଜଣ ଗିରଫ ହୋଇଥିବା ଜଣା ପଡିଛି।