Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ଚିତ୍ରକୋଟ ରେ ନିଜ ପରିବାର ଲୋକଙ୍କ ସହ ମିଶି ନୂଆଖାଇ ପାଲିଲେ ଗଣଶିକ୍ଷା ମନ୍ତ୍ରୀ

Nabarangapur PS, Nabarangpur | Aug 28, 2025
ଚିତ୍ରକୋଟ ରେ ନିଜ ପରିବାର ଲୋକଙ୍କ ସହ ମିଶି ନୂଆଖାଇ ପାଲିଲେ ଗଣଶିକ୍ଷା ମନ୍ତ୍ରୀ ଓଡ଼ିଶାର ପ୍ରମୁଖ ପର୍ବ ମଧ୍ୟରୁ ନୂଆଖାଇ ଗଣପର୍ବ କୁ ଲୋକେ ମହା ଆଡମ୍ବର ସହକାରେ ପାଳନ କରିଥାନ୍ତି। ଆଜି ରାଜ୍ୟର ବିଭିନ୍ନ ଅଂଚଳରେ ନୂଆଖାଇ ପର୍ବକୁ ମହା ଆଡମ୍ବର ସହକାରେ ପାଳନ କରୁଥିବା ବେଳେ ନବରଙ୍ଗପୁର ଜିଲ୍ଲାର କିଛି ଅଞ୍ଚଳରେ ମଧ୍ୟ ଏହି ପର୍ବକୁ ପାଳନ କରାଯାଇଛି, ଏହି ପରିପ୍ରେକ୍ଷୀରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ଚିତ୍ରକୋଟରେ ନିଜ ପରିବାର ଲୋକଙ୍କ ସହ ନୂଆ ଖାଇ ପର୍ବ ପାଳନ କରିଛନ୍ତି।
Read More News
T & CPrivacy PolicyContact Us