Download Now Banner

This browser does not support the video element.

କୋରାପୁଟ ସହର: କୋରାପୁଟ ସ୍ଥାନୀୟ କୋଟସ ସଭାଗୃହ ଠାରେ ରାଜଶ୍ରୀ ଲେଡିଜ ୱାକର୍ସ କ୍ଲବ ବୈଠକ ଅନୁଷ୍ଠିତ

Koraput Town, Koraput | Sep 6, 2025
କୋରାପୁଟ ସ୍ଥାନୀୟ କୋଟସ ସଭାଗୃହ ଠାରେ କୋରାପୁଟ ରାଜଶ୍ରୀ ଲେଡିଜ ୱାକର୍ସ କ୍ଲବ ବୈଠକ ଅନୁଷ୍ଠିତ ହୋଇଯାଇଛି। କୋଟସ ସଭାଗୃହ ଠାରେ ଆୟୋଜିତ ବୈଠକରେ ଶନିବାର ଅପରାହ୍ନ ୪ଟା ସମୟରେ ମୁକ୍ତିକାନ୍ତ ଅଗସ୍ତି , ଅଭିମନ୍ୟୁ ନାୟକ , ଶ୍ରୀମତୀ ଆରୋତି ସେଠୀ, ଗୁପ୍ତ ଗୌଡ, ଅଜିତ ପାତ୍ର ଓ ସି.ଏଚ.ଶାନ୍ତାକାରା ମଞ୍ଚାସିନ ହୋଇଥିଲେ। ସୁନାକର ରାଉତ,ଅମିତାଭ ବେହେରା, ଘନଶ୍ୟାମ ରଥ , ଭବାନୀ ଶଙ୍କର ମିଶ୍ର ନୂତନ ପଥଚାରୀ ରୁପେ ଯୋଗଦାନ କରିଥିଲେ। ଜଗନ ମୋହନ ସାହୁ, ଶ୍ରୀମତୀ ସ୍ନେହଲତା ସାହୁ,ଲଳିତ ମୋହନ ପଟ୍ଟନାୟକ ଏମଜିଏଫ ଗୋଲ୍ଡ ଭାବେ ସମ୍ମାନିତ ହୋଇଥିଲେ।
Read More News
T & CPrivacy PolicyContact Us