Install App
sushantpattnayak1983
This browser does not support the video element.
ପାରଳାଖେମୁଣ୍ଡି: ତୋଟାଗୁମୁଡ଼ା ଠାରେ ଜେମ୍ସ ହସପିଟାଲ ତରଫରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
Paralakhemundi, Gajapati | Aug 25, 2025
ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଏମ.ଏସ.ପୁର ପଞ୍ଚାୟତର ତୋଟାଗୁମୁଡ଼ା ଠାରେ ଜେମ୍ସ ହସପିଟାଲ ତରଫରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ସୋମବାର ପୂର୍ବାହ୍ନରେ ଶ୍ରୀକାକୁଲମର ଜିଲ୍ଲାର ରାଗୁଲୁ ସ୍ତିତ ଜେମ୍ସ ହସ୍ପିଟାଲର ମିଳିତ ସହଯୋଗରେ ଅନୁଷ୍ଠାନର ମାଲିକ ପ୍ରକାଶ ରାଓ ଶୁଭ ଉଦ୍ଘାଟନ କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!