Install App
rabindra.mishra744
This browser does not support the video element.
ଧର୍ମଗଡ: କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଗଡିଲା ପୋଲିଓ ଟୀକାକରଣ ସଚେତନତା ରଥ, ଶୁଭାରମ୍ଭ କଲେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ
Dharamgarh, Kalahandi | Oct 9, 2025
ଗୁରୁବାର କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରୁ ପୋଲିଓ ଟୀକାକରଣ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଗୋଷ୍ଠୀ ଜନ ସ୍ବାସ୍ଥ୍ୟ ଅଧିକାରୀ ହେମନ୍ତ ଶଗଡ଼ିଆଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଜ୍ୟୋତି କ୍ରିଷ୍ଣା ମାଝୀ ଯୋଗ ଦେଇ ପତାକା ଦେଖାଇ ପୋଲିଓ ଟୀକାକରଣ ସଚେତନତା ରଥର ଶୁଭାରମ୍ଭ କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!