Download Now Banner

This browser does not support the video element.

ପୋଲସରା: ଜାଗିରି ଡେଙ୍ଗାପଦର ଗ୍ରାମପଂଚାୟତ ସ୍ତରୀୟ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ

Polasara, Ganjam | Sep 1, 2025
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଜାଗିରି ଡେଙ୍ଗାପଦର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ବିଡ଼ିଓ ଶଶୀ ଭୂଷଣ ମହାପାତ୍ର ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଜନଶୁଣାଣୀ କାର୍ଯ୍ୟକ୍ରମ ରେ ଜାଗିରି ଡେଙ୍ଗାପଦର ଓ ମର୍ଦ୍ଦରାଜ ପୁର ଗ୍ରାମର ଜନସାଧାରଣ ମାନେ ଶିବିର ରେ ପହଂଚି ସେମାନଙ୍କର ନାମ ପଞ୍ଜିକରଣ କରିଥିଲେ ।
Read More News
T & CPrivacy PolicyContact Us