Download Now Banner

This browser does not support the video element.

ଉଦଳା: କାଳୀମେଘା ଗ୍ରାମରେ ପୁଅ ସାମ୍ନାରେ ଭାସିଗଲା ବାପା; ସ୍ଥାନୀୟ ବାସିନ୍ଦା ଓ ଅଗ୍ନିଶମ ବିଭାଗର ହାବିଲଦାର ଦେଲେ ପ୍ରତିକ୍ରିୟା

Udala, Mayurbhanj | Sep 1, 2025
ବାପା ପୁଅ ସାଙ୍ଗରେ ଯାଇଥିଲେ ଗୋରୁ ଚରାଇବାକୁ, ଗୋରୁ ଚରାଇ ନଦୀ ପାର ହୋଇ ଫେରୁଥିବା ବେଳେ ପୁଅ ସାମ୍ନାରେ ଭାସିଗଲା ବାପା। ଏଭଳି ଘଟଣା ଘଟିଛି ଉଦଳା ଥାନା କାଳୀମେଘା ଗ୍ରାମରେ। ଗ୍ରାମ ପାର୍ଶ୍ଵରେ ପ୍ରବାହିତ ଦେଓ ନଦୀ ପାର ହୋଇ ଗୋରୁ ନେଇ ଆସୁଥିଲେ ଗ୍ରାମର ଭୁଆ ମୁର୍ମୁ ଏବଂ ତାଙ୍କ ପୁଅ କୁସୁନ ମୁର୍ମୁ। ଏନେଇ ସୋମବାର ୧୨.୩୦ଟାରେ ସ୍ଥାନୀୟ ବାସିନ୍ଦା ଶତ୍ରୁଘନ ବିଶ୍ୱାଳ ଓ ଉଦଳା ଅଗ୍ନିଶମ ବିଭାଗର ହାବିଲଦାର ବୁଦ୍ଧିରାମ ସିଂ ସେଠାରେ ପ୍ରତିକ୍ରିୟା ଦେଇଛନ୍ତି।
Read More News
T & CPrivacy PolicyContact Us