Download Now Banner

This browser does not support the video element.

କେନ୍ଦ୍ରାପଡା: ଆଳି ବ୍ଲକ ଏକମାଣିଆ ରୁ କେରଡାଜଡ଼ ପର୍ଯ୍ୟନ୍ତ ନିମ୍ନମାନର ସେତୁ ସଂଯୋଗୀକରଣ କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ,ରଖିଲେ ପ୍ରତିକ୍ରିୟା

Kendrapara, Kendrapara | Aug 26, 2025
ଯାତାୟାତର ସୁବିଧା ପାଇଁ ସରକାରଙ୍କ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ସେତୁ ନିର୍ମାଣ ହେଉଛି l ସାଧାରଣ ଲୋକଙ୍କ ପାଇଁ ନିର୍ମାଣ ହେଉଛି ସେତୁ ନା ଠିକାଦାର ସ୍ୱାର୍ଥରେ ନିର୍ମାଣ ହେଉଛି ସେତୁ l ଏନେଇ ଲୋକେ ପୂର୍ବରୁ ପ୍ରଶାସନକୁ ଅବଗତ କରେଇଆସୁଥିଲେ ମଧ୍ୟ ପ୍ରଶାସନ ଶୁଣୁନାହିଁ ଯାହା ଫଳରେ ଗ୍ରାମବାସୀ ମାନେ ଏକାଠି ହୋଇ ନିମ୍ନମାନ ର ହେଉଥିବା କାର୍ଯ୍ୟକୁ ବିରୋଧ କରିଛନ୍ତି l ଏଭଳି ଦୁର୍ଭାଗ୍ୟଜନକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଓ ରାଜନଗର ବ୍ଲକକୁ ସଂଯୋଗୀ କରଣ କରୁଥିବା ଏକମାଣିଆ-କେରେଡାଗଡ଼ ସେତୁ ନିକଟରେ l ଗ୍ରାମବାସୀଙ୍କ ପ୍ରତିକ୍ରିୟl l
Read More News
T & CPrivacy PolicyContact Us