Download Now Banner

This browser does not support the video element.

ସୋହେଲା: ପଣ୍ଡକିପାଲି ଲୁହୁରାଚଟି ଠାରେ ଆଜି ନବରାତ୍ର ପୂଜା ଉପଲକ୍ଷେ ଭବ୍ୟ କଲସଯାତ୍ରା ଅନୁଷ୍ଠିତ, ଯୋଗଦାନ କଲେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ।

Sohela, Bargarh (Baragarh) | Sep 22, 2025
ସୋହେଲା ବ୍ଲକ ଅନ୍ତର୍ଗତ ପଣ୍ଡକିପାଳି ଲୁହୁରାଚଟି ଠାରେ ମା ଜଗତ ଜନନୀ ଦୁର୍ଗା ଙ୍କର ନବରାତ୍ର ଦୁର୍ଗାପୂଜା ପାଇଁ ବିରାଟ କଳସ ଶୋଭାଯାତ୍ରାରେ ପଣ୍ଡକିପାଳି ଉପର କଟା ପୋଖରୀ ରୁ ପୂର୍ଣ୍ଣ କଳସ ନେଇ ହଜାର ହଜାର ମହିଲା ପୂଜା ମଣ୍ଡଫ କୁ ପହଁଞ୍ଚିଥିଲେ ! ଏହି ଦୁର୍ଗାପୂଜା ପଣ୍ଡିତ ସିଦ୍ଧେଶ୍ୱର ସାବତ ଙ୍କ ପୂଜାର୍ଚନା ରେ ଆଗକୁ ଚାଲିଥିବା ବେଳେ ଗ୍ରାମବାସି ଙ୍କ ସହ ଯୋଗ ରେ ପ୍ରଶାନ୍ତ କୁମାର ଭୋଇ ଓ ତାଙ୍କ ଧର୍ମପତ୍ନୀ ମମତା ଭୋଇ ମୁଖ୍ୟକର୍ତ୍ତା ଦାୟିତ୍ୱ ତୁଲାଇ ଥିଲେ ! ଆଜି ଏହି କଲସଯାତ୍ରା 11 AM ରୁ 3 PM ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା
Read More News
T & CPrivacy PolicyContact Us