Install App
shantanupanda7
This browser does not support the video element.
ବଡସାହି: ପୁରିନ୍ଦା ଗାଁରେ ଚୋରାଦେଶିମଦ ଜବତ ଘଟଣାରେ ଜଣକୁ ଗିରଫପରେ ଭୁଡୁରୁବଣି ଗାଁଜଙ୍ଗଲରେ ଚାଲିଥିବା ଚୋରାଦେଶିମଦ କାରଖାନାରେ ଅବକାରୀ ବିଭାଗର ଚଢ଼ାଉ
Barsahi, Mayurbhanj | Aug 26, 2025
ବେତନଟୀ ଅବକାରୀ ଥାନା ପକ୍ଷରୁ ମଙ୍ଗଳବାର ଅପରାହ୍ନ ଚାରିଟାରେ ପୁରିନ୍ଦା ଗ୍ରାମରେ ଚଢ଼ାଉକରି ଚୋରା ଦେଶିମଦ ଜବତ ସମେତ ଜଣକୁ ଗିରଫ କରିଥିବା ବେଳେ ଭୁଡୁରୁବଣି ଗାଁ ଜଙ୍ଗଲରେ ଚାଲିଥିବା ଚୋରା ଦେଶିମଦ କାରଖାନା ଉପରେ ମଧ୍ୟ ଚଢ଼ାଉକରି ବିପୁଳ ପରିମାଣର ମହୁଲପୋଚ, ରନ୍ଧାମଦ ସମେତ ମଦ ପ୍ରସ୍ତୁତିରେ ବ୍ୟବହୃତ ବିପୁଳ ସରଞ୍ଜାମ ଜବତ ପୂର୍ବକ ନଷ୍ଟ କରାଯାଇଛି l ପୁରିନ୍ଦା ଗ୍ରାମରେ ଚଢ଼ାଉ ସମୟରେ ୧୩ ଲିଟର ଚୋରା ଦେଶିମଦ ଜବତ କରାଯାଇଥିଲା l
Share
Read More News
T & C
Privacy Policy
Contact Us
Your browser does not support JavaScript!