Install App
sabitagiri934
This browser does not support the video element.
ଭୋଗରାଇ: ଦୀଘା ବେଳାଭୂମିରେ ଗାଧୋଉଥିବା ବେଳେ ଭାସି ଯାଇଥିଲା ଯୁବକ , ତାଳସାରି ବେଳାଭୂମିରୁ ମୃତ ଦେହ ଉଦ୍ଧାର କଲା ତାଳସାରି ପୋଲିସ ।
Bhograi, Balasore | Sep 3, 2025
ତିନି ଦିନ ତଳେ ଦୀଘା ବେଳାଭୂମିରେ ଗାଧୋଉଥିବା ବେଳେ ଭାସି ଯାଇଥିଲା ଯୁବକ , ତାଳସାରି ବେଳାଭୂମିରୁ ମୃତ ଦେହ ଉଦ୍ଧାର । ମୃତ ଯୁବକ ହେଲେ ୨୪ ପରଗନା ଜିଲ୍ଲା ହାଜିନଗର ଗ୍ରାମର ମନୁ କୁମାର ତାତି । ସାଙ୍ଗ ମାନଙ୍କ ସହିତ ଦୀଘା ବୁଲିବାକୁ ଆସିଥିବା ସୂଚନା ।
Share
Read More News
T & C
Privacy Policy
Contact Us
Your browser does not support JavaScript!