Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ରେଳ ଲାଇନ ରୁ ଯୁବକଙ୍କ ମୃତ ଦେହ ମିଳିବା ଘଟଣା, ଭୁବନେଶ୍ୱର ରେଳ ଷ୍ଟେସନ ରେ ପ୍ରତିକ୍ରିୟା ରଖିଲେ GRP ଥାନା ଅଧିକାରୀ

Bhubaneswar M Corp, Khordha | Aug 31, 2025
ରେଳ ଲାଇନରେ ୟୁଟ୍ୟୁବରଙ୍କ ମୃତଦେହ । ଭୁବନେଶ୍ବର ପଳାସପଲ୍ଲୀ ନିକଟ ରେଳ ଲାଇନରେ ଯୁବକଙ୍କ ମୃତଦେହ ପଡିଛି । ବ୍ରିଜ୍ ଉପରେ ରହିଛି ଗାଡି । ହତ୍ୟା ନା ଜୀବନ ହାରିଛନ୍ତି ତାହା ଜଣାପଡିନାହିଁ । ବାଇକରେ ଷ୍ଟଣ୍ଟ କରି ଲୋକଙ୍କ ମନୋରଞ୍ଜନ କରୁଥିଲେ ସନ୍ଦୀପ । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ଭୁବନେଶ୍ବର ଜିଆରପି । ସନ୍ଦୀପଙ୍କ ମୃତ୍ୟୁ କିପରି ହୋଇଛି ତାହା ଜଣାପଡ଼ି ନ ଥିବାବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।  ତାଙ୍କ ମୋବାଇଲ ଫୋନର ଶେଷ କଲ୍‌କୁ ନେଇ ପୋଲିସ ଖୋଳତାଡ଼ କରୁଥିବା ସୂଚନା ମିଳିଛି ।
Read More News
T & CPrivacy PolicyContact Us