Download Now Banner

This browser does not support the video element.

ବୌଦ୍ଧ ସଦର: ବନ୍ଧାପଥର ଗ୍ରାମ ପଞ୍ଚାୟତରେ ରୋଜଗାର ଦିବସ ପାଳିତ

Baudh Sadar, Boudh (Bauda) | Sep 3, 2025
ବୁଧବାର ଦିନ ହରଭଙ୍ଗା ବ୍ଲକ ବନ୍ଧା ପଥର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସ୍ତରୀୟ ରୋଜଗାର ଦିବସ ପାଳିତ ହୋଇ ଯାଇଛି l ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ପ୍ରଧାନ, ଏଡିଇଓ ଶ୍ରୀମତୀ ଆଲାଦିନୀ ସାହୁଙ୍କ ସମେତ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଗାଁ ସାଥୀ ମାନେ ଉପସ୍ଥିତ ଥିଲେ l ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପ୍ରକଳ୍ପ ଗୁଡିକ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା l
Read More News
T & CPrivacy PolicyContact Us