Download Now Banner

This browser does not support the video element.

ବଡସାହି: ବେଲାଣପୁରାରେ ହେବାକୁଥିବା ରକ୍ତଦାନ ଶିବିରପାଇଁ ବୈଶିଙ୍ଗାମଣ୍ଡଳ ଅଫିସରେ ଆୟୋଜିତ ପ୍ରସ୍ତୁତି ବୈଠକରେ ବିଧାୟକ ସନାତନ ବିଜୁଳିଙ୍କ ଯୋଗଦାନ

Barsahi, Mayurbhanj | Aug 24, 2025
ଆସନ୍ତା ସେପ୍ଟେମ୍ବର ୨ତାରିଖରେ ବେଲାଣପୁରାସ୍ଥିତ ବନ୍ୟବାତ୍ୟା ଆଶ୍ରୟସ୍ଥଳୀରେ ହେବାକୁଥିବା ସ୍ବେଛାକୃତ ରକ୍ତଦାନ ଶିବିରନିମନ୍ତେ ରବିବାର ଅପରାହ୍ନ ସାଢେ ପାଞ୍ଚଟାରେ ବୈଶିଙ୍ଗାସ୍ଥିତ ମଣ୍ଡଳ କାର୍ଯ୍ୟାଳୟରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଯୋଗଦେଲେ ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି l ମଣ୍ଡଳ ସଭାପତି ରାଜୀବ ନନ୍ଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ରକ୍ତଦାନ ଶିବିର ବାବଦରେ ଆଲୋଚନା କରାଯାଇଥିଲା l
Read More News
T & CPrivacy PolicyContact Us