Install App
dhenkanalknagar
This browser does not support the video element.
ପରଜଙ୍ଗ: କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ଗାଁରେ ମଙ୍ଗଳବାର ୬ଟା ୩୦ରେ ଗଣେଶ ପୂଜା ମଣ୍ଡପ ବୁଲିଲେ ବିଧାୟକ ବିଭୁତି ପ୍ରଧାନ
Parajang, Dhenkanal | Sep 2, 2025
କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ଗାଁରେ ମଙ୍ଗଳବାର ୬ଟା ୩୦ରେ ଗଣେଶ ପୂଜା ମଣ୍ଡପ ବୁଲିଲେ ବିଧାୟକ ବିଭୁତି ପ୍ରଧାନ ।ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଳକ ପଙ୍ଗାତିରା ଗାଁରେ ମଙ୍ଗଳବାର ବିଭିନ୍ନ ଗଣେଶ ପୂଜା ମଣ୍ଡପ ବୁଲିଲେ ପରଜଙ୍ଗ ବିଧାୟକ ବିଭୁତି ପ୍ରଧାନ ।ଏଠାରେ ଗ୍ରାମବାସୀ ଉପସ୍ଥିତ ଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!