Download Now Banner

This browser does not support the video element.

ପାଟଣାଗଡ: ମହରାପଦର ରେ ଛାତ୍ରୀ ଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ରେ ଦୁଇ ଗିରଫ

Patnagarh, Balangir | Sep 21, 2025
ଖପ୍ରାଖୋଲ ଥାନା ଅନ୍ତର୍ଗତ ମହରାପଦର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ କେତେକ ଯୁବକ ଗତକାଲି ଅସଦାଚରଣ କରିବା ସହ ଛାତ୍ର ଙ୍କୁ ମାଡ଼ ମାରି ଥିବାର ଅଭିଯୋଗ ଖପ୍ରାଖୋଲ ଥାନାରେ ହୋଇ ଥିଲା ।ପୋଲିସ ଘଟଣାର ତଦନ୍ତ କରି ରବିବାର ସନ୍ଧ୍ୟାରେ ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି ।
Read More News
T & CPrivacy PolicyContact Us