This browser does not support the video element.
କଣ୍ଟାମାଳ: ଘଣ୍ଟାପଡା ଥାନା ଆଇଆଇସି ବାଲ୍ମୀକି ପ୍ରଧାନଙ୍କୁ ବଦଳି କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ
Kantamal, Boudh (Bauda) | Sep 8, 2025
ସୋମବାର ଦିନ କଣ୍ଟାମାଳ ବ୍ଲକ ଘଣ୍ଟାପଡା ଥାନା ଆଇଆଇସି ବାଲ୍ମୀକି ପ୍ରଧାନଙ୍କୁ ବଦଳି କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି | ଥାନା ପରିସରରେ ଆୟୋଜିତ ବିଦାୟ କାଳିନ ସମ୍ବର୍ଦ୍ଧନା ସଭାରେ ଥାନାର ସମସ୍ତ ଅଧିକାରୀ, କର୍ମଚାରୀ, ସ୍ଥାନୀୟ ଥାନା ଅଂଚଳର ବୁଦ୍ଧିଜୀବୀ ଓ ଜନ ସାଧାରଣ ଉପସ୍ଥିତ ଥିଲେ l ଶ୍ରୀ ପ୍ରଧାନଙ୍କୁ ହରଭଙ୍ଗା ଥାନାକୁ ଆଇ ଆଇ ସି ଭାବରେ ବଦଳି ହୋଇଥିବା ବେଳେ ଘଣ୍ଟାପଡା ଥାନାର ସବ ଇନ୍ସପେକ୍ଟର ମାଧବ ଚନ୍ଦ୍ର ଟାକ୍ରୀଙ୍କୁ ଦାୟିତ୍ବ ହସ୍ତାନ୍ତର କରିଥିଲେ |