This browser does not support the video element.
ଯାଜପୁର: ଆଜି ହେଉଛି ପ୍ରଭୁ ଗଜାନନଙ୍କ ପୂଜା,ବ୍ୟାସନଗର ଅଞ୍ଚଳ ପ୍ରଭୁ ଗଣେଶଙ୍କ ପୂଜା ପାଇଁ ଚଳଚଞ୍ଚଳ ପୂଜା ମଣ୍ଡପ ଆଉ ସ୍କୁଲ,କଲେଜ
Jajapur, Jajpur | Aug 27, 2025
ଆଜି ହେଉଛି ପ୍ରଭୁ ଗଜାନନଙ୍କ ପୂଜା,ବ୍ୟାସନଗର ଅଞ୍ଚଳ ପ୍ରଭୁ ଗଣେଶଙ୍କ ପୂଜା ପାଇଁ ଚଳଚଞ୍ଚଳ ପୂଜା ମଣ୍ଡପ ଆଉ ସ୍କୁଲ,କଲେଜ l ଆଜି ହେଉଛି ଗଣେଶ ପୂଜା l ବିଶ୍ୱାସ ରହିଛି ଏହି ପୂଜା କଲେ ବିଦ୍ୟା ଓ ବୃଦ୍ଧି ବଢ଼ି ଥାଏ l ଏହି ବିଶ୍ୱାସ ରଖି ଆଜି ପ୍ରତେକ ସ୍କୁଲ, କଲେଜ ଓ ମଣ୍ଡପରେ ଛାତ୍ର ଛାତ୍ରୀ ମାନେ ପ୍ରଭୁ ଗଣେଶଙ୍କୁ ରୀତିନୀତି ଅନୁଯାୟୀ ପୂଜାର୍ଚନା କରିଛନ୍ତି l ଏହି ପୂଜା ପାଇଁ ସମଗ୍ର ବ୍ୟାସନଗର ପୌରାଞ୍ଚଳ ଉତ୍ସାବ ମୁଖର ହେବା ସହିତ ଚଳଚଞ୍ଚ ହେଉଛି l