Install App
shantanupanda7
This browser does not support the video element.
ବଡସାହି: ମଣତାପାଳ ଗାଁରୁ ଦୁଇଟି ପାଳିତ ଶୃଗାଳଙ୍କୁ ଉଦ୍ଧାରକଲା ବେତନଟୀ ବନବିଭାଗ, ଗାଁଲୋକଙ୍କ କୁକୁଡ଼ା ଖାଉଥିବା ନେଇ ଥାନାରେ ହୋଇଥିଲା ଅଭିଯୋଗ
Barsahi, Mayurbhanj | Sep 3, 2025
ବେତନଟୀ ଥାନା ତଥା ରେଞ୍ଜ ଅଧୀନ ମୁକ୍ତାପୁର ପଞ୍ଚାୟତର ମଣତାପାଳ ଗ୍ରାମରୁ ଦୁଇଟି ପାଳିତ ଶୃଗାଳକୁ ଉଦ୍ଧାରକରି ବୁଧବାର ଅପରାହ୍ନ ପାଞ୍ଚଟାରେ ରେଞ୍ଜ କାର୍ଯ୍ୟାଳୟକୁ ଆଣିଲା ବନବିଭାଗ l ସୂଚନା ମୁତାବକ ଜନୈକବ୍ୟକ୍ତି କିଛିମାସ ପୂର୍ବରୁ ଗାଁ ଜଙ୍ଗଲକୁ ଯାଇଥିବା ବେଳେ ସେଠାରେ ଦୁଇଟି ଶୃଗାଳ ଶାବକ ଅସହାୟ ଅବସ୍ଥାରେ ପଡ଼ିଥିବାର ଦେଖି ଉଦ୍ଧାରକରି ଘରକୁ ଆଣିଥିଲେ l ଅତି ସ୍ନେହ ଆଦରରେ ଯତ୍ନ ନେଇ କ୍ଷୀର ବିସ୍କୁଟ ଖୁଆଇ ବଢ଼ାଇ ଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!