Download Now Banner

This browser does not support the video element.

ବୌଦ୍ଧ ସଦର: ଡମ୍ବରୁଗଡ ଜଙ୍ଗଲରେ 8 ଟିକିଆ ହାତୀ ପଲ, ଘୌଡାଇବାକୁ ବନ ବିଭାଗର ଉଦ୍ୟମ

Baudh Sadar, Boudh (Bauda) | Aug 24, 2025
ରବିବାର ବୌଦ୍ଧ ରେଞ୍ଜ ବହିରା ସେକସନ ଅନ୍ତର୍ଗତ ଡମ୍ବରୁଗଡ ଜଙ୍ଗଲରେ ଆସି ରହିଥିବା 8 ଟିକିଆ ହାତୀ ପଲକୁ ଘୌଡାଇବା ପାଇଁ ବନ ବିଭାଗ ଉଦ୍ୟମ ଆରମ୍ଭ କରିଛି | ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ହାତୀପଲ ଆଠ ମଲ୍ଲିକ ବନାଞ୍ଚଳ ଅଞ୍ଚଳରୁ ଆସି ମହାନଦୀ ପାର ହୋଇ ଆଜି ସକାଳେ ଡମ୍ବରୁଗଡ ବିଟକୁ ଚାଲି ଆସିଥିଲେ l ବନ ବିଭାଗ ଜାଣିବା ପରେ ଭାରପ୍ରାପ୍ତ ସଦର ରେଞ୍ଜ ଅଧିକାରୀ ତଥା ସହକାରୀ ବନ ସଂରକ୍ଷକ ଅର୍ଚ୍ଚନା ଅର୍ଚ୍ଚନା ଗମାଙ୍ଗୋ ଓ ଅନ୍ୟ ଅଧିକାରୀ ପହଞ୍ଚି ଘୌଡାଇବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି |
Read More News
T & CPrivacy PolicyContact Us